'ଏହି ଆନ୍ଦୋଳନ ସ୍ବାଗତ ଯୋଗ୍ୟ'। ସେମାନେ ଆନ୍ଦୋଳନ ଆମ ମାନଙ୍କ ପାଇଁ କରୁଛନ୍ତି, ଆମେ ଯଦି ଗାଡ଼ି ଚଲଉଛୁ ଏହା ସଂପୂର୍ଣ୍ଣ ଆମ ପାଇଁ ଅପମାନ କଥା। କଣ କହିଛନ୍ତି ଶୁଣନ୍ତୁ ଜଣେ ଅଟୋ ଚାଳକ।