Advertisment

ଟିଭିରେ ଭାଇକୁ ଦେଖିଲି, ହେଲେ ଏବେ ଆଉ ପାଉନି

ଟିଭିରୁ ଦେଖିଲି ମୋ ଭାଇ ବଂଚିଛି। ତାକୁ କିଛି ଲୋକ ପାଣି ପିଆଉଥିଲେ। କିନ୍ତୁ ଏବେ ଭାଇର କିଛି ବି ଠିକଣା ପାଉନାହିଁ। ଏମିତି କହି ବିହାରରୁ ଆସିଥିବା ଲକ୍ଷ୍ମେଶ୍ୱର ଠାକୁର ୪ ଦିନ ହେଲା ଭାଇକୁ ଖୋଜିବା ପାଇଁ ଏ ହସ୍ପିଟାଲରୁ ସେ ହସ୍ପିଟାଲ ଚକ୍କର କାଟୁଛନ୍ତି। କିନ୍ତୁ କିଛି ବି ଖୋଜ ଖବର ମିଳୁନାହିଁ।

author-image
Debendra Prusty

ଟିଭିରୁ ଦେଖିଲି ମୋ ଭାଇ ବଂଚିଛି। ତାକୁ କିଛି ଲୋକ ପାଣି ପିଆଉଥିଲେ। କିନ୍ତୁ ଏବେ ଭାଇର କିଛି ବି ଠିକଣା ପାଉନାହିଁ। ଏମିତି କହି ବିହାରରୁ ଆସିଥିବା ଲକ୍ଷ୍ମେଶ୍ୱର ଠାକୁର ୪ ଦିନ ହେଲା ଭାଇକୁ ଖୋଜିବା ପାଇଁ ଏ ହସ୍ପିଟାଲରୁ ସେ ହସ୍ପିଟାଲ ଚକ୍କର କାଟୁଛନ୍ତି। କିନ୍ତୁ କିଛି ବି ଖୋଜ ଖବର ମିଳୁନାହିଁ। 

Advertisment
Odisha Train Accident Train Tragedy Coromandel Express