ଟିଭିରେ ଭାଇକୁ ଦେଖିଲି, ହେଲେ ଏବେ ଆଉ ପାଉନି

  • Published: Wednesday, 07 June 2023
  • , Updated: 07 June 2023, 04:08 PM IST

ଟିଭିରୁ ଦେଖିଲି ମୋ ଭାଇ ବଂଚିଛି। ତାକୁ କିଛି ଲୋକ ପାଣି ପିଆଉଥିଲେ। କିନ୍ତୁ ଏବେ ଭାଇର କିଛି ବି ଠିକଣା ପାଉନାହିଁ। ଏମିତି କହି ବିହାରରୁ ଆସିଥିବା ଲକ୍ଷ୍ମେଶ୍ୱର ଠାକୁର ୪ ଦିନ ହେଲା ଭାଇକୁ ଖୋଜିବା ପାଇଁ ଏ ହସ୍ପିଟାଲରୁ ସେ ହସ୍ପିଟାଲ ଚକ୍କର କାଟୁଛନ୍ତି। କିନ୍ତୁ କିଛି ବି ଖୋଜ ଖବର ମିଳୁନାହିଁ। 

Related story