Advertisment

‘ଶହ ଶହ ଲୋକ ମରିକି ପଡ଼ିଛନ୍ତି’

‘ଘଟଣା ସ୍ଥଳରେ ଅତି ହୃଦୟ ବିଦାରକ ଦୃଶ୍ୟ ଦେଖିଲୁ। ଲୋକ ଭଙ୍ଗା ବଗି ତଳେ ଚାପି ହୋଇ ରହିଥିଲେ। ମୋ ସାମ୍ନାରେ ଉଦ୍ଧାର ବେଳେ ଜଣେ ଲୋକ ମରିଗଲେ। ଆହତ ଲୋକଙ୍କୁ ମାଗଣା ଚିକିତ୍ସା କରାଯିବ।’ ଶହ ଶହ ଲୋକ ମରିଥିବା କହିଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ।

author-image
Debendra Prusty

‘ଘଟଣା ସ୍ଥଳରେ ଅତି ହୃଦୟ ବିଦାରକ ଦୃଶ୍ୟ ଦେଖିଲୁ। ଲୋକ ଭଙ୍ଗା ବଗି ତଳେ ଚାପି ହୋଇ ରହିଥିଲେ। ମୋ ସାମ୍ନାରେ ଉଦ୍ଧାର ବେଳେ ଜଣେ ଲୋକ ମରିଗଲେ। ଆହତ ଲୋକଙ୍କୁ ମାଗଣା ଚିକିତ୍ସା କରାଯିବ।’ ଶହ ଶହ ଲୋକ ମରିଥିବା କହିଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ। 

Advertisment
Odisha Train Accident TrainAccidentInOdisha Train Tragedy Coromandel Express