Advertisment

‘ଶବ ଭିତରୁ ଆମ ଲୋକଙ୍କୁ ଖୋଜୁଛି’

କାଲି ଆମ ଲୋକଙ୍କୁ ଫୋନ କରିଥିଲି। ଆଉ ଜଣେ କିଏ ଫୋନ ଉଠାଇ କହିଲେ ତମ ସପଂର୍କୀୟଙ୍କର ମୃତ୍ୟୁ ହୋଇଯାଇଛି। ତମେ ବାଲେଶ୍ୱର ଆସ। ମୁଁ ପହଞ୍ଚିଲା ବେଳକୁ ଫୋନ ସୁଇଚ ଅଫ ହେଇଯାଇଛି। ଏବେ ଶବ ଭିତରୁ ଖୋଜୁଛି ବୋଲି କହୁଛନ୍ତି ଜଣେ ଲୋକେ।

author-image
Debendra Prusty

କାଲି ଆମ ଲୋକଙ୍କୁ ଫୋନ କରିଥିଲି। ଆଉ ଜଣେ କିଏ ଫୋନ ଉଠାଇ କହିଲେ ତମ ସପଂର୍କୀୟଙ୍କର ମୃତ୍ୟୁ ହୋଇଯାଇଛି। ତମେ ବାଲେଶ୍ୱର ଆସ। ମୁଁ ପହଞ୍ଚିଲା ବେଳକୁ ଫୋନ ସୁଇଚ ଅଫ ହେଇଯାଇଛି। ଏବେ ଶବ ଭିତରୁ ଖୋଜୁଛି ବୋଲି କହୁଛନ୍ତି ଜଣେ ଲୋକେ। 

Advertisment
Odisha Train Accident Coromandel Express Train Tragedy TrainAccidentInOdisha