""୫୦ ଲକ୍ଷରୁ ଅଧିକ ଟଙ୍କା ଧରି ମହିଳା ଗ୍ରୁପର ଲିଡ଼ର ଫେରାର"। ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଶରଧାପୁର ଗାଁରେ। ଶୁଣନ୍ତୁ ଏନେଇ କଣ କହୁଛନ୍ତି ମହିଳା ସଂଘର ସଦସ୍ୟମାନେ।Advertisment "