Advertisment

‘ଘରେ ସମାଧାନ କର’

ରାଜ ପରିବାର ଓ ବିଜେଡି ବିଧାୟକ ଶଶି ବେହେରାଙ୍କ ନାଁରେ ବଧୂ ନିର୍ଯାତନା ମାମଲାରେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଲେ ଏମିତି କିଛି। ‘ଘରେ ବସି ସମାଧାନ କର, ବାହାରକୁ ଆସନାହିଁ, ବଡ଼ ପରିବାରରେ ଏମିତି ହେବା ଉଚିତ ନୁହେଁ।’

author-image
Debendra Prusty

ରାଜ ପରିବାର ଓ ବିଜେଡି ବିଧାୟକ ଶଶି ବେହେରାଙ୍କ ନାଁରେ ବଧୂ ନିର୍ଯାତନା ମାମଲାରେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଲେ ଏମିତି କିଛି। ‘ଘରେ ବସି ସମାଧାନ କର, ବାହାରକୁ ଆସନାହିଁ, ବଡ଼ ପରିବାରରେ ଏମିତି ହେବା ଉଚିତ ନୁହେଁ।’ 

Advertisment
Congress Sura Routray Odisha Family Dispute