ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ମୃତଦେହ ଚିହ୍ନଟକୁ ନେଇ ଲାଗି ରହିଛି ଦ୍ୱନ୍ଦ୍ୱ। ଗୋଟିଏ ମୃତଦେହକୁ ଦୁଇ ପକ୍ଷ ନିଜର ବୋଲି ଦାବି କରିଛନ୍ତି। ଏପରି ଅଭିଯୋଗ ଲାଗି ରହିଛି।