ଆମ ରାଜ୍ୟର ସବୁ ବଡ଼ ବଡ଼ କଣ୍ଟ୍ରାକ୍ଟ ଦକ୍ଷିଣ ଭାରତୀୟ କଣ୍ଟ୍ରାକ୍ଟରମାନଙ୍କୁ ଦିଆଯାଇଛି ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।