ଭୁବନେଶ୍ୱର ଏମ୍ସରେ ଅଛି ୯୯ଟି ମୃତଦେହ ଶବ ଚିହ୍ନଟ ପାଇଁ ପ୍ରକିୟା ଜାରି ରହିଛି। ସରକାରଙ୍କ ପକ୍ଷରୁ ହେଲ୍ପ ଡେସ୍କ ମାଧ୍ୟମରେ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି। ଦିଲ୍ଲୀରୁ ଭାରତ ସରକାରଙ୍କ ସ୍ଵତନ୍ତ୍ର ଟିମ ଶବ ସଂରକ୍ଷଣ ପାଇଁ ଆସିଛନ୍ତି। ମୃତଦେହକୁ କିଛି ଅଧିକ ଦିନ ସଂରକ୍ଷଣ ପାଇଁ ସେମାନେ ଚେଷ୍ଟା କରୁଛନ୍ତି। ଏନେଇ ଆଜି ଭୁବନେଶ୍ବର ଏମସ୍ର ହସପିଟାଲର ଅନୁଧ୍ୟାନ କରିଥିଲେ ଉନ୍ନୟନ କମିଶନର ଅନୁ ଗର୍ଗ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ଲୋକୋ ପାଇଲଟ କେଉଁଠି?
କରମଣ୍ଡଳ ଦୁର୍ଘଟଣାକୁ ନେଇ ଲୋକୋ ପାଇଲଟଙ୍କ ଆଡକୁ ଇଙ୍ଗିତ କରିଥିଲେ। ଏହା ଭୂଲ ପ୍ରମାଣିତ ହୋଇଥିଲା। ଏହାରି ଭିତରେ ଦୁଇ ଲୋକୋ ପାଇଲଟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏମାନେ ଏବେ କେଉଁଠି ତାକୁ ନେଇ ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ।
Odisha
ଗେରୁଆ ବସ୍ତ୍ର ପିନ୍ଧି ପଶୁଥିଲେ ବିଦେଶୀ
ଦେବ ସ୍ନାନ ପୂର୍ଣ୍ଣିମାରେ ଜଗନ୍ନାଥ ମନ୍ଦିରରେ ପ୍ରବଳ ଭିଡ ଲାଗିଛି। ଏହାରି ଭିତରେ ବିଦେଶୀ ମନ୍ଦିରକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। କଡ଼ା ଚେକିଂ ପରେ ବି କାହିଁକି ଜାଣି ପାରିଲାନି ପୋଲିସ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।
Odisha
କାନ୍ଦି ପକାଇଲେ ଫଟୋଗ୍ରାଫର
ବାହାନଗା ରେଳ ଦୁର୍ଘଟଣାର ଫଟୋ ଉଠାଉଥିବା ଫଟୋଗ୍ରାଫରଙ୍କ ପ୍ରତିକ୍ରିୟା । ତେବେ ପ୍ରତିକ୍ରିୟା ଦେଇ କଣ କହୁଛନ୍ତି ଶୁଣନ୍ତୁ ।
Odisha
ସତ କହିଲା ରେଲୱେ ବୋର୍ଡ
କେବଳ କରମଣ୍ଡଳ ଏକସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କରମଣ୍ଡଳ ଏକସପ୍ରେସ୍ ଘଣ୍ଟାପ୍ରତି ୧୨୮ କିଲୋମିଟର ବେଗରେ ଯାଇ ମାଲଗାଡ଼ିକୁ ଧକ୍କା ଦେଇଥିଲା। ଲୁହାପଥର ବୋଝେଇ ହୋଇଥିବା ମାଲଗାଡ଼ି ସେତେବେଳେ ଛିଡ଼ା ହୋଇଥିଲା। କରମଣ୍ଡଳ ଏକସପ୍ରେସ୍ ମାଲଗାଡ଼ିକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିଲା। ଏହି ଟ୍ରେନର ଲାଇନଚ୍ୟୁତ ବଗିଗୁଡ଼ିକ ଡାଉନ୍ ଲାଇନକୁ ପଳାଇ ଆସିଥିଲା ଏବଂ ୟଶୱନ୍ତପୁର ଏକସପ୍ରେସର ଶେଷ ଦୁଇଟି ବଗିକୁ ଧକ୍କା ଦେଇଥିଲା।