Advertisment

'ଭାରତ ସରକାରଙ୍କ ସ୍ଵତନ୍ତ୍ର ଟିମ ଶବ ସଂରକ୍ଷଣ ପାଇଁ ଆସିଛନ୍ତି'

ଭୁବନେଶ୍ୱର ଏମ୍‌ସରେ ଅଛି ୯୯ଟି ମୃତଦେହ ଶବ ଚିହ୍ନଟ ପାଇଁ ପ୍ରକିୟା ଜାରି ରହିଛି। ସରକାରଙ୍କ ପକ୍ଷରୁ ହେଲ୍ପ ଡେସ୍କ ମାଧ୍ୟମରେ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି। ଦିଲ୍ଲୀରୁ ଭାରତ ସରକାରଙ୍କ ସ୍ଵତନ୍ତ୍ର ଟିମ ଶବ ସଂରକ୍ଷଣ ପାଇଁ ଆସିଛନ୍ତି।

Advertisment

ଭୁବନେଶ୍ୱର ଏମ୍‌ସରେ ଅଛି ୯୯ଟି ମୃତଦେହ ଶବ ଚିହ୍ନଟ ପାଇଁ ପ୍ରକିୟା ଜାରି ରହିଛି। ସରକାରଙ୍କ ପକ୍ଷରୁ ହେଲ୍ପ ଡେସ୍କ ମାଧ୍ୟମରେ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି। ଦିଲ୍ଲୀରୁ ଭାରତ ସରକାରଙ୍କ ସ୍ଵତନ୍ତ୍ର ଟିମ ଶବ ସଂରକ୍ଷଣ ପାଇଁ ଆସିଛନ୍ତି। ମୃତଦେହକୁ କିଛି ଅଧିକ ଦିନ ସଂରକ୍ଷଣ ପାଇଁ ସେମାନେ ଚେଷ୍ଟା କରୁଛନ୍ତି। ଏନେଇ ଆଜି ଭୁବନେଶ୍ବର ଏମସ୍‌ର ହସପିଟାଲର ଅନୁଧ୍ୟାନ କରିଥିଲେ ଉନ୍ନୟନ କମିଶନର ଅନୁ ଗର୍ଗ।

Advertisment
Odisha Bhubaneswar Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe