‘'ରାଜ୍ୟ ସରକାର SHG ସଂଘକୁ ନେଇ ଗେମ୍ ଖେଳୁଛନ୍ତି। SHG ସଂଘର ମହିଳାଙ୍କୁ ସରକାର ଖାଲି ଭୂଆଁ ବୁଲାଉଛନ୍ତି।'' ଶୁଣନ୍ତୁ ଏନେଇ କଣ କହୁଛନ୍ତି SHG ସଂଘର ଜଣେ ସଦସ୍ୟ।