Advertisment

‘ମହାନଦୀକୁ ହତ୍ୟା ପଛରେ ରାଜ୍ୟ ସରକାର ଦୋଷୀ’

‘ମହାନଦୀକୁ ହତ୍ୟା ପଛରେ ରାଜ୍ୟ ସରକାର ଦୋଷୀ’ କିଛି ଏଭଳି କହିଛନ୍ତି ମହାନଦୀ ବଞ୍ଚାଅ ଅଭିଯାନର ଆବାହକ ,ସୁଦର୍ଶନ ଦାସ ।

author-image
Manoj Swain

ମହାନଦୀକୁ ନେଇ ପୁଣି ଆରମ୍ଭ ହୋଇଛି ଆନ୍ଦୋଳନ। ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କହିଛନ୍ତି - ମହାନଦୀକୁ ହତ୍ୟା ପଛରେ ରାଜ୍ୟ ସରକାର ଦୋଷୀ। 

Advertisment
Odisha Police Congress Mahanadi River