‘ମହାନଦୀକୁ ହତ୍ୟା ପଛରେ ରାଜ୍ୟ ସରକାର ଦୋଷୀ’

  • Published: Sunday, 19 March 2023
  • , Updated: 19 March 2023, 06:54 PM IST

ମହାନଦୀକୁ ନେଇ ପୁଣି ଆରମ୍ଭ ହୋଇଛି ଆନ୍ଦୋଳନ। ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କହିଛନ୍ତି - ମହାନଦୀକୁ ହତ୍ୟା ପଛରେ ରାଜ୍ୟ ସରକାର ଦୋଷୀ। 

Related story