Advertisment

'ସରକାର ଯେପର୍ଯ୍ୟନ୍ତ ଘୋଷଣା କରିନାହାନ୍ତି ଆନ୍ଦୋଳନ ଜାରି ରହିବ'

'ଗୁଳି ଖାଇବାକୁ ହେଲେ ଛାତି ଦେଖେଇବୁ। ସରକାର ଯେପର୍ଯ୍ୟନ୍ତ ଘୋଷଣା କରିନାହାନ୍ତି ଆନ୍ଦୋଳନ ଜାରି ରହିବ।' ଭିଡିଓ ଜରିଆରେ ସ୍ପଷ୍ଟ କଲେ ଡ୍ରାଇଭର ସଂଘ ସଭାପତି ପ୍ରଶାନ୍ତ ମେନ୍ଦୁଲି, କହିଲେ, ଆନ୍ଦୋଳନ ଜାରି ରହିଛି, ଆଗକୁ ବି ଜାରି ରହିବ, ମୁଖ୍ୟ ସଚିବଙ୍କ ଲିଖିତ ପ୍ରତିଶ୍ରୁତିରେ ଖୁସି ନାହାନ୍ତି ସଂଘ ସଦସ୍ୟ।

Driver's Union Strike Odisha Drivers
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe