ଅନୁଗୁଳ ଛେଣ୍ଡିପଦା ଗରିବ କଲ୍ୟାଣ ସମାବେଶରେ, ଓଡ଼ିଶା ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଲେ, 'ରାଜ୍ୟରେ ଶାସନ ଭୁଶୁଡ଼ି ପଡ଼ିଛି, ସରକାର ଅନ୍ୟ କାହାକୁ ଟେକି ଦିଆଯାଇଛି, ମୁଖ୍ୟମନ୍ତ୍ରୀଙ୍କ ଦେଖା ଦର୍ଶନ ନାହିଁ, ମନ୍ତ୍ରୀ ବିଧାୟକଙ୍କ କଥା ନକହିବା ଭଲ, ବାବୁମାନଙ୍କ ସଭା ପାଇଁ ମନ୍ତ୍ରୀ ଓ ଏମ୍ପିମାନେ ଚେୟାର ବୋହୁଛନ୍ତି।'
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
5ଟି ସଚିବଙ୍କ କଥା ବୁଝିବ କେନ୍ଦ୍ର !
ରାଜନୀତିରେ 5ଟି ସଚିବ। ଗୋଟିଏ ପଟେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ 5ଟି ସଚିବଙ୍କ ଘନଘନ ଗସ୍ତ, ଆରପଟେ ବିରୋଧି ବି ଚାରିଆଡୁ ଷଣ୍ଢୁଆସୀ ଆକ୍ରମଣ କରିବା ଆରମ୍ଭ କରିଛନ୍ତି।
Odisha
‘ବିଜେଡି ପୋଷ୍ଟରରେ ତାଙ୍କ ଫଟୋ କେମିତି ରହୁଛି’
5T ସଚିବଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ନିକଟରେ ଅଭିଯୋଗ । ଏଭଳି ଏକ ସାଂଘାତିକ ଅଭିଯୋଗ କରିଛନ୍ତି ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ।
Odisha
‘ଅଭିଯୋଗ କରିଥିଲୁ, ନିର୍ଦ୍ଦେଶ ଆସିଛି କାର୍ଯ୍ୟାନୁଷ୍ଠାନ ପାଇଁ’
'ମୁଖ୍ୟମନ୍ତ୍ରୀ ବିଦେଶ ଯାଉଛନ୍ତି, ଏବେ କାହିଁକି କୁଆଡ଼େ ଯାଉନାହାନ୍ତି, ମୁଖ୍ୟମନ୍ତ୍ରୀଙ୍କର କଣ ହୋଇଛି, ଆମେ ସମସ୍ତେ ଜାଣିବାକୁ ଚାହୁଁ, ମୁଖ୍ୟମନ୍ତ୍ରୀଙ୍କର କେଉଁ ପ୍ରକାର ଅସମର୍ଥତା ଅଛି, ସମସ୍ତେ ଜାଣିବାକୁ ଚାହୁଁ।; ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ
Odisha
'ଅଡିଓ ବାର୍ତ୍ତା ମୁଖ୍ୟମନ୍ତ୍ରୀଙ୍କର ତ ?’
ମୁଖ୍ୟମନ୍ତ୍ରୀଙ୍କ ଅଡିଓ ବାର୍ତ୍ତାକୁ ନେଇ ପ୍ରଶ୍ନ ଉଠାଇଲେ ପିସିସି ସଭାପତି ଶରତ ପଟ୍ଟନାୟକ।