Advertisment

'ସରକାର ଅନ୍ୟ କାହା ହାତକୁ ଟେକି ଦିଆଯାଇଛି'

ଅନୁଗୁଳ ଛେଣ୍ଡିପଦା ଗରିବ କଲ୍ୟାଣ ସମାବେଶରେ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଲେ, 'ରାଜ୍ୟରେ ଶାସନ ଭୁଶୁଡ଼ି ପଡ଼ିଛି, ସରକାର ଅନ୍ୟ କାହା ହାତକୁ ଟେକି ଦିଆଯାଇଛି।

Advertisment

ଅନୁଗୁଳ ଛେଣ୍ଡିପଦା ଗରିବ କଲ୍ୟାଣ ସମାବେଶରେ, ଓଡ଼ିଶା ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଲେ, 'ରାଜ୍ୟରେ ଶାସନ ଭୁଶୁଡ଼ି ପଡ଼ିଛି, ସରକାର ଅନ୍ୟ କାହାକୁ ଟେକି ଦିଆଯାଇଛି, ମୁଖ୍ୟମନ୍ତ୍ରୀଙ୍କ ଦେଖା ଦର୍ଶନ ନାହିଁ, ମନ୍ତ୍ରୀ ବିଧାୟକଙ୍କ କଥା ନକହିବା ଭଲ, ବାବୁମାନଙ୍କ ସଭା ପାଇଁ ମନ୍ତ୍ରୀ ଓ ଏମ୍‌ପିମାନେ ଚେୟାର ବୋହୁଛନ୍ତି।' 

Advertisment
Bjp Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe