‘ଶଙ୍ଖ ଭବନ ତିଆରିରେ ଶହେ କୋଟି ଉଡ଼ାଇଦେଲେ। ଶଙ୍ଖ ଭବନ ବିଜେଡି ମେମ୍ବରଙ୍କ ପାଇଁ, ଲୋକଙ୍କ ପାଇଁ ନୁହେଁ ବୋଲି କହିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।