Advertisment

'ଖୋଲାଯାଉ ରତ୍ନ ଭଣ୍ଡାର'

ଖୋଲାଯାଉ ରତ୍ନ ଭଣ୍ଡାର। ଭିତରେ ଥିବା ରତ୍ନ ଅଳଙ୍କାରର ଗଣତି କରାଯାଉ। ମରାମତି ଆବଶ୍ୟକ ହେଉଥିବା ରତ୍ନ ଭଣ୍ଡାରର ଉଚିତ ମରାମତି ମଧ୍ୟ ହେଉ। ଚାବି ହଜିଗଲା ବୋଲି ରତ୍ନ ଭଣ୍ଡାର ନ ଖୋଲିବା ଠିକ୍ ହେଉନାହିଁ। ବିକାଶକୁ ମନା ନାହିଁ। କିନ୍ତୁ ଐତିହ୍ୟକୁ ଭୁଲି ନ ଯିବା ଦରକାର ସରକାର। ଆମ ସଙ୍ଗେ ଏକ ସ୍ୱତନ୍ତ୍ର ଆଲୋଚନା କରି ଏ କଥା କହିଛନ୍ତି ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ।

Odisha Ratna Bhandar Shree Mandira
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe