Advertisment

‘ମିଶନ ଶକ୍ତି ନିର୍ଦ୍ଦେଶିକା ବଦଳିଲେ ସ୍ୱଚ୍ଛତା ଆସିବ’

ଷ୍ଟେଟ ପ୍ରୋଗ୍ରେସିଭ ୱମେନସ ଫୋରମର ସମୀକ୍ଷା ବୈଠକରେ ମିଶନ ଶକ୍ତି ନିର୍ଦ୍ଦେଶିକା ବଦଳିବାକୁ ଦାବି ଉଠଛି। ଅନେକ ଦିନରୁ ଜଣେ ମହିଳା ଅଫିସର ଏହି ବିଭାଗର ଦାୟିତ୍ୱରେ ରହିଥିବା ବେଳେ କାମରେ ସ୍ୱଚ୍ଛତା ଆସୁନଥିବା ଅଭିଯୋଗ ଆଣିଛନ୍ତି ସଂଗଠନର ସଦସ୍ୟାମାନେ।

Odisha Mission Shakti Politics Mission Shakti Odisha Shg
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe