‘ଗଞ୍ଜେଇ ଖାଇ ସେମିତି ଅଛନ୍ତି, ମଦ ଖାଇ ମରୁଛନ୍ତି’ | Odisha Reporter
‘ଗଞ୍ଜେଇ ଖାଇ ସେମିତି ଅଛନ୍ତି, ମଦ ଖାଇ ମରୁଛନ୍ତି’
ଶୈବପୀଠ ମାନଙ୍କରେ ଗଞ୍ଜେଇ ବ୍ୟବହାର ନିଷେଧକୁ ନେଇ ନାପସନ୍ଦ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ସେପଟେ ସରକାରଙ୍କୁ ମଦ କେବେ ବନ୍ଦ କରିବ ବୋଲି ପ୍ରଶ୍ନ କରିଛନ୍ତି ସୁରେଶ ରାାଉତରାୟ।
ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ!
Be the first to get exclusive offers and the latest news
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
