‘ନବ ଦାସଙ୍କୁ ହତ୍ୟା କଲେ ଆପଣ ମାନେ ଖୁସି ତ’ | Odisha Reporter
ଝାରସୁଗୁଡ଼ା ଉପନିର୍ବାଚନରେ ଜୋର ଧରିଛି ପ୍ରଚାର। ମନ୍ତ୍ରୀଙ୍କୁ ହତ୍ୟା କରିଦେଲେ ପୁଣି ବିଜେଡିକୁ ଭୋଟ ଦେଲେ ଆଉ ଦୁଇଟି ମର୍ଡର କରିପାରନ୍ତି। ନବ ଦାସଙ୍କୁ, ମମିତା ମେହେରଙ୍କୁ ହତ୍ୟା କଲେ ଆପଣମାନେ ଖୁସି ତ ବୋଲି ଗାଁ ଲୋକଙ୍କୁ ପ୍ରଶ୍ନ କଲେ ବିଜେପି ସାଂସଦ ଜୁଏଲ ଓରାମ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
