Advertisment

'ଏ କଷ୍ଟ ଯନ୍ତ୍ରଣା ସହି ହେଉନି'

'ବହୁତ କଷ୍ଟ ହେଉଛି, ବହୁତ ଯନ୍ତ୍ରଣା ହେଉଛି, ଆଉ ଏ କଷ୍ଟ ଯନ୍ତ୍ରଣା ସହି ହେଉନି'। କେନ୍ଦୁଝର ତେଲକୋଇ ବନାଞ୍ଚଳର ବିମଳା ଫରେଷ୍ଟ ଚେକଗେଟ ପାଖରେ ଅତି ଦୟନୀୟ ଭବରେ ପଡିଥିବା ଏ ପରିବାରକୁ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ।

author-image
Manoj Swain

'ବହୁତ କଷ୍ଟ ହେଉଛି, ବହୁତ ଯନ୍ତ୍ରଣା ହେଉଛି, ଆଉ ଏ କଷ୍ଟ ଯନ୍ତ୍ରଣା ସହି ହେଉନି'। କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳର ବିମଳା ଫରେଷ୍ଟ ଚେକଗେଟ ପାଖରେ ଅତି ଦୟନୀୟ ଭବରେ ପଡିଥିବା ଏ ପରିବାରକୁ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ। 

Advertisment
Odisha Keonjhar