'ବହୁତ କଷ୍ଟ ହେଉଛି, ବହୁତ ଯନ୍ତ୍ରଣା ହେଉଛି, ଆଉ ଏ କଷ୍ଟ ଯନ୍ତ୍ରଣା ସହି ହେଉନି'। କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳର ବିମଳା ଫରେଷ୍ଟ ଚେକଗେଟ ପାଖରେ ଅତି ଦୟନୀୟ ଭବରେ ପଡିଥିବା ଏ ପରିବାରକୁ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ।