‘ଦୋଷୀଙ୍କୁ ଛଡା ଯିବନାହିଁ’ | Odisha Reporter
ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀଙ୍କ ବଡ଼ ମନ୍ତବ୍ୟ। କହିଲେ, 'ଏହି ଘଟଣାକୁ ନେଇ ସବୁ ପ୍ରକାର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି, ଯିଏ ଦୋଷୀ ଥିବ, ତାଙ୍କ ପ୍ରତି କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ହେବ, ଦୋଷୀଙ୍କୁ ଆଦୌ ଛଡ଼ା ଯିବନି।'
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
