Advertisment

‘ଶୀଘ୍ର ଛୁଟି କରନ୍ତୁ, ପିଲା ଝାଳ ନାଳ’

ଆଜିଠୁ ପୁଣି ସ୍ୱାଭାବିକ ହେଲା ସ୍କୁଲ୍। ଗ୍ରୀଷ୍ମପ୍ରବାହ ଯୋଗୁଁ ୧୬ ତାରିଖ ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ ରହିବା ପରେ ପୁଣି ଥରେ ଖୋଲିଛି। ସକାଳ ସାଢ଼େ ୬ଟାରୁ ଦିନ ୧୧ ଟା ପର୍ଯ୍ୟନ୍ତ କ୍ଲାସ୍ ହେବ। ସେପଟେ ସମୟର ପରିବର୍ତନ କରିବା ପାଇଁ କହିଛନ୍ତି ଅଭିଭାବକ।

author-image
Debendra Prusty

ଆଜିଠୁ ପୁଣି ସ୍ୱାଭାବିକ ହେଲା ସ୍କୁଲ୍। ଗ୍ରୀଷ୍ମପ୍ରବାହ ଯୋଗୁଁ ୧୬ ତାରିଖ ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ ରହିବା ପରେ ପୁଣି ଥରେ ଖୋଲିଛି। ସକାଳ ସାଢ଼େ ୬ଟାରୁ ଦିନ ୧୧ ଟା ପର୍ଯ୍ୟନ୍ତ କ୍ଲାସ୍ ହେବ। ସେପଟେ ସମୟର ପରିବର୍ତନ କରିବା ପାଇଁ କହିଛନ୍ତି ଅଭିଭାବକ। 

Advertisment
Odisha Odisha Education School Temperature