Advertisment

‘ଟପ ଲେବଲ୍ ଷଡ଼ଯନ୍ତ୍ର’

ନବ ଦାସଙ୍କ କାକା ଆଣିଲେ ସାଂଘାତିକ ଅଭିଯୋଗ। ହୋଇଛି ଟପ୍ ଲେବଲରେ ଷଡ଼ଯନ୍ତ୍ର। ପୁଲିସ୍ କହୁଛି ଗୋପାଳ ହିଁ ହତ୍ୟାକାରୀ। ମୁଣ୍ଡ ଖରାପ ଥିଓରୀକୁ ମାନୁନାହାଁନ୍ତି ଲୋକେ। ପ୍ରଶ୍ନ କରୁଛନ୍ତି ମୁଣ୍ଡ ଖରାପ ଲୋକ କେମିତି କରୁଥିଲେ ଚାକିରି।

ଅଦ୍ୟତନ ହୋଇଛି
Advertisment
Odisha Naba Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe