‘ପଙ୍କରେ ପଡ଼ିଥିଲି,ଭାବିଲି ମରିଯିବି ବୋଲି’ | Odisha Reporter
Advertisment
ବାହାନଗା ଟ୍ରେନ ଦୁର୍ଘଟଣାରେ ମୁଁ ଥିଲି ଟ୍ରେନରେ। ଦୁର୍ଘଟଣା ବେଳେ ଏତେ ଜୋର ଶବ୍ଦ ହେଲା। ଇଞ୍ଜିନ ଯାଇକି ମାଲବାହୀ ଟ୍ରେନ ଉପରେ ଚଢିଗଲା। ମୁଁ ପଙ୍କରେ ପଡ଼ିଗଲି, ଭାବିଲି ମୁଁ ବଞ୍ଚିବିନି ବୋଲି କହିଲେ ଜଣେ ଟ୍ରେନ ଦୁର୍ଘଟଣାର ଜଣେ ଆହାତ ଛାତ୍ରୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us