ଆମକୁ କାହିଁକି ମିଳିବନି ଭେଣ୍ଡିଂ ଜୋନ୍? SHG ଗ୍ରୁପ ଦୋକାନୀ ହେଇଥିଲେ ଭେଣ୍ଡିଂ ଜୋନ ଦିଅ। ସେ ଯଦି ଭୋଟ ଦେଉଛନ୍ତି, ଆମେ କଣ ଭୋଟ ଦେଉନୁ? ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ଉଚ୍ଛେଦ ବେଳେ ଏମିତି ପ୍ରତିକ୍ରିୟା ରଖିଲେ ଜଣେ ମହିଳା।