ରାଜରାସ୍ତାରେ ପୁଣି ଶିକ୍ଷକ। ଚୁକ୍ତିଭିତ୍ତିକ ଶିକ୍ଷା ଉଚ୍ଛେଦ କରିଥିବାବେଳେ ଜୁନିୟର ଶିକ୍ଷକଙ୍କୁ କାହିଁକି କରାଯାଇନାହିଁ? ତାହାର ପ୍ରତିବାଦରେ ବିକ୍ଷୋଭ କରୁଛନ୍ତି ଶିକ୍ଷକ। କହିଲେ ଆମେ ସାବତ ପୁଅ ଭଳି ଗୋତି ଖଟୁଛୁ।