‘9 ବିଧାୟକରେ 20 ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ’ | Odisha Reporter
କଂଗ୍ରେସ ଭିତରେ ଥିବା ଫାଟ ପୁଣିଥରେ ପଦାରେ ପଡିଛି। ଦଳ ବିରୋଧରେ ସର୍ବସାଧାରଣରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବୀ ବିଶ୍ୱାଳ। କହିଛନ୍ତି ଦଳରେ ୯ ଜଣ ବିଧାୟକ ହେଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ୨୦।
Advertisment
‘9 ବିଧାୟକରେ 20 ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ’ | Odisha Reporter