‘ଅଭିଯୋଗ କରିଥିଲୁ ନିର୍ଦ୍ଦେଶ ଆସିଛି କାର୍ଯ୍ୟାନୁଷ୍ଠାନ ପାଇଁ’ | Odisha Reporter
ଜର୍ମାନୀରୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା। କହିଲେ, 'ଆଇନର ଖୋଲା ଉଲ୍ଲଂଘନ ହୋଇଛି, ବାରମ୍ବାର ହେଉଛି, ନିୟମ ଅଛି ଡେଲିଗେଟେଡ ପାୱାର କ୍ୟାନ୍ନଟ୍ ଡେଲିଗେଟେଡ ଫର୍ଦର, ମୁଖ୍ୟମନ୍ତ୍ରୀଙ୍କୁ ଲୋକ ଦେଇଥିବା କ୍ଷମତାକୁ ସେ ଅନ୍ୟକୁ ଦେଇପାରିବେନି, ଆଇନ ଉପରେ କେହି ନୁହଁନ୍ତି, ସମ୍ବିଧାନ ଉପରେ କେହି ନୁହଁନ୍ତି, ମୁଖ୍ୟମନ୍ତ୍ରୀ ସବୁ ବେଳେ ଆଇନ ତା ବାଟରେ ଯିବ କହନ୍ତି, ସେୟା ଆଶା, ମୁଖ୍ୟମନ୍ତ୍ରୀ ବିଦେଶ ଯାଉଛନ୍ତି, ଏବେ କାହିଁକି କୁଆଡ଼େ ଯାଉନାହାନ୍ତି, ମୁଖ୍ୟମନ୍ତ୍ରୀଙ୍କର କଣ ହୋଇଛି, ଆମେ ସମସ୍ତେ ଜାଣିବାକୁ ଚାହୁଁ, ମୁଖ୍ୟମନ୍ତ୍ରୀଙ୍କର କେଉଁ ପ୍ରକାର ଅସମର୍ଥତା ଅଛି, ସମସ୍ତେ ଜାଣିବାକୁ ଚାହୁଁ।'
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
