୨୪ ନିର୍ବାଚନରେ ବିଜେଡିକୁ ପାନେ ଦେବାକୁ ଚେତାବନୀ ଦେଇଛନ୍ତି ସଫେଇ କର୍ମଚାରୀ। କରୋନା ବେଳେ ଖଟେଇଲେ ଏବେ ମୂଳରୁ କାଟିଦେଲେ କହି ଜୋରଦାର ବର୍ଷିଛନ୍ତି ସରକାରଙ୍କ ଉପରେ।