‘ଘରେ ବ୍ରାଉନସୁଗାର ରଖି ଫସାଇଲେ କ’ଣ କରିବେ’ | Odisha Reporter
୧୩ ଦିନ ଜେଲରେ ରହି ବାହାରିଛନ୍ତି ଦୁର୍ନୀତି ବିରୋଧରେ ଲଢ଼ୁଥିବା ଜଣେ ଆଗଧାଡ଼ିର ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା। ଯାଜପୁରର ଏହି ସୂଚନା ଅଧିକାର କର୍ମୀଙ୍କ ବିରୋଧରେ କ’ଣ ରହିଥିଲା ଅଭିଯୋଗ? ଦୁର୍ନୀତି ବିରୋଧୀ ଅଭିଯାନରେ ସେ କି ବାଧାବିଘ୍ନର ସମ୍ମୁଖୀନ ହୋଇଛନ୍ତି ଆସନ୍ତୁ ଜାଣିବା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
