କୁଆଡ଼େ ଗଲା ମୋ ଧନ ...| Balasore Train Tragedy |Father Lost his son | Odisha Reporter
Advertisment
ଟ୍ରେନ ଟ୍ରାଜେଡ଼ିରେ ପୁଅକୁ ହରାଇ ଆଜି ବାପାଟେ ଅସହାୟ ହୋଇପଡ଼ିଛି। ଆଖିରୁ ଲୁହ ଶୁଖୁନି। ଛାତିକୁ ପଥର କରି ମାଳ ମାଳ ଶବ ଭିତରେ ପୁଅକୁ ଖୋଜୁଛନ୍ତି। ଦୁଃଖରେ ଅଚେତ ହୋଇ ପଡୁଛନ୍ତି। ମୁଣ୍ଡରେ ପାଣି ମାରି ଚେତା ଫେରାଇ ଆଣୁଛନ୍ତି ପରିବାର ଲୋକେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us