‘ଗରିବ ଲୋକଙ୍କୁ ହଇରାଣ କରୁଛି ଟାଟାପାଓ୍ବାର’ | Odisha Reporter
ଅଳ୍ପ ଟଙ୍କା ବାକିଥିବା ଉପଭୋକ୍ତାର ବିଦ୍ୟୁତ ବିଛିନ୍ନ କରାଯାଉଥିବାବେଳେ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଲକ୍ଷାଧିକ ଟଙ୍କା ବାକି ରହିଥିଲେ ମଧ୍ୟ କାର୍ଯ୍ୟନୁଷ୍ଠାନ ନେଉନାହିଁ ଟାଟା ପାୱାର। ଯାହାକୁ ନେଇ ବଢ଼ୁଛି ଜନ ଅସନ୍ତୋଷ। ନବରଙ୍ଗପୁରରୁ ଦେଖନ୍ତୁ ଦୃଶ୍ୟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
