ଅଳ୍ପ ଟଙ୍କା ବାକିଥିବା ଉପଭୋକ୍ତାର ବିଦ୍ୟୁତ ବିଛିନ୍ନ କରାଯାଉଥିବାବେଳେ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଲକ୍ଷାଧିକ ଟଙ୍କା ବାକି ରହିଥିଲେ ମଧ୍ୟ କାର୍ଯ୍ୟନୁଷ୍ଠାନ ନେଉନାହିଁ ଟାଟା ପାୱାର। ଯାହାକୁ ନେଇ ବଢ଼ୁଛି ଜନ ଅସନ୍ତୋଷ। ନବରଙ୍ଗପୁରରୁ ଦେଖନ୍ତୁ ଦୃଶ୍ୟ।