Advertisment

ତଦନ୍ତ ଏତେ ସମୟ କାହିଁକି ଲାଗୁଛି?

ନବ ଦାସ ହତ୍ୟାକାଣ୍ଡ ଘଟଣାରେ ଅସନ୍ତୁଷ୍ଟ ଅଛନ୍ତି କି ପରିବାର? ଝିଅ କହିଲେ, ଅଧିକ ସମୟ ଲାଗିଲାଣି। ବାପାଙ୍କ ହତ୍ୟାକାଣ୍ଡ ଘଟଣାର ତଦନ୍ତ ପାଇଁ ଅଧିକ ସମୟ ନେଲାଣି ବୋଲି କହିଛନ୍ତି ଦୀପାଳୀ। ତେବେ କ୍ରାଇମବ୍ରାଞ୍ଚ ଶେଷ ନିଷ୍ପତ୍ତି ନନେବା ଯାଏ ଅପେକ୍ଷା କରିବୁ ବୋଲି ସେ କହିଛନ୍ତି`।

author-image
Debendra Prusty

ନବ ଦାସ ହତ୍ୟାକାଣ୍ଡ ଘଟଣାରେ ଅସନ୍ତୁଷ୍ଟ ଅଛନ୍ତି କି ପରିବାର? ଝିଅ କହିଲେ, ଅଧିକ ସମୟ ଲାଗିଲାଣି। ବାପାଙ୍କ ହତ୍ୟାକାଣ୍ଡ ଘଟଣାର ତଦନ୍ତ ପାଇଁ ଅଧିକ ସମୟ ନେଲାଣି ବୋଲି କହିଛନ୍ତି ଦୀପାଳୀ। ତେବେ କ୍ରାଇମବ୍ରାଞ୍ଚ ଶେଷ ନିଷ୍ପତ୍ତି ନନେବା ଯାଏ ଅପେକ୍ଷା କରିବୁ ବୋଲି ସେ କହିଛନ୍ତି`। 

Advertisment
Odisha Odisha Police Naveen Patnaik Naba Das