ନବ ଦାସ ହତ୍ୟାକାଣ୍ଡ ଘଟଣାରେ ଅସନ୍ତୁଷ୍ଟ ଅଛନ୍ତି କି ପରିବାର? ଝିଅ କହିଲେ, ଅଧିକ ସମୟ ଲାଗିଲାଣି। ବାପାଙ୍କ ହତ୍ୟାକାଣ୍ଡ ଘଟଣାର ତଦନ୍ତ ପାଇଁ ଅଧିକ ସମୟ ନେଲାଣି ବୋଲି କହିଛନ୍ତି ଦୀପାଳୀ। ତେବେ କ୍ରାଇମବ୍ରାଞ୍ଚ ଶେଷ ନିଷ୍ପତ୍ତି ନନେବା ଯାଏ ଅପେକ୍ଷା କରିବୁ ବୋଲି ସେ କହିଛନ୍ତି`।