Advertisment

ଆକ୍ସନ ନେବା ପାଇଁ ନବୀନଙ୍କ ସାହସ ଅଛି ତ?

ବିଜେପି ପଚାରିଲା ପାଣ୍ଡିଆନଙ୍କ ବିରୋଧରେ ଆକ୍ସନ ପାଇଁ ସାହସ ଅଛି ତ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସଚିବଙ୍କ ବିରୋଧରେ ଆକ୍ସନ ନେବେ ତ? ମୋହନ ମାଝୀ କହିଲେ ତୁରନ୍ତ ୫-ଟି ସଚିବଙ୍କୁ ବହିଷ୍କାର ବା ନିଲମ୍ବନ କର। ବିଜେପିକୁ ଅତନୁ ପଢ଼ାଇଲେ ପାଠ, ଦିଲ୍ଲୀ ଦୌଲତାବାଦ ନଯାଇ ଲୋକଙ୍କ ପାଖକୁ ଯାଅ। ୫-ଟି ସଚିବ, ଉନ୍ନୟନ କମିଶନର, ମୁଖ୍ୟ ଶାସନ ସଚିବ ଯିବା ଦ୍ୱାରା ଲୋକେ ଖୁସି ଅଛନ୍ତି। ଆମର ନବୀନ ଅଛନ୍ତି ତୁମ କ୍ୟାପଟେନ କିଏ ବୋଲି ପଚାରିଲେ ଅତନୁ।

Naveen Patnaik Bjp BjD Odisha Cmo 5T
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe