‘ସାଂସଦ ନ ଆସିଲେ ମୁଁ ଆସିବିନି’ || 75th Capital Foundation Day || Odisha Reporter
ରାଜଧାନୀ ପ୍ରତିଷ୍ଠା ଦିବସରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନିମନ୍ତ୍ରଣ ନ କରି ଅନ୍ୟାୟ କରିଛନ୍ତି। ମୁଁ ଡିମାଣ୍ଡ କରିଛି, କାହିଁକି ସାଂସଦଙ୍କୁ ଡାକିନ? ଯଦି ଆର ଥରକୁ ନ ଡାକନ୍ତି ମୁଁ ପ୍ରତିବାଦ କରିବି। ନ ଡାକିଲେ ମୁଁ ବି ଯିବିନି ବୋଲି କହିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
