‘ସାଂସଦ ନ ଆସିଲେ ମୁଁ ଆସିବିନି’

  • Published: Friday, 14 April 2023
  • , Updated: 14 April 2023, 11:44 AM IST

ରାଜଧାନୀ ପ୍ରତିଷ୍ଠା ଦିବସରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନିମନ୍ତ୍ରଣ ନ କରି ଅନ୍ୟାୟ କରିଛନ୍ତି। ମୁଁ ଡିମାଣ୍ଡ କରିଛି, କାହିଁକି ସାଂସଦଙ୍କୁ ଡାକିନ? ଯଦି ଆର ଥରକୁ ନ ଡାକନ୍ତି ମୁଁ ପ୍ରତିବାଦ କରିବି। ନ ଡାକିଲେ ମୁଁ ବି ଯିବିନି ବୋଲି କହିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। 

Related story