ଯେଉଁ ପର୍ଯ୍ୟନ୍ତ ସରକାର ଆମ ଦାବି ପୂରଣ ନ କରିଛନ୍ତି ଆମେ ଆନ୍ଦୋଳନ କରିବୁ। ଶାନ୍ତି ଶୃଙ୍ଖଳା ରକ୍ଷା କରି ଆନ୍ଦୋଳନ କରୁଛୁ। ହେଲେ ମାଲବାହୀ ଗାଡ଼ିକୁ ଫରାଇ ଦେବୁ ବୋଲି କହିଛନ୍ତି ବସ ଡ୍ରାଇଭର ମହାସଂଘ।