ରାଜ୍ୟର ବିଭିନ୍ନ କୋର୍ଟରେ ପଡ଼ି ରହିଛି ୧୮.୭୯ଲକ୍ଷ ମାମଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ତଳ କୋର୍ଟଠୁ ଆରମ୍ଭ କରି ହାଇକୋର୍ଟ ପର୍ଯ୍ୟନ୍ତ ମୋଟ ୧୮ଲକ୍ଷ ୭୯ହଜାର ୨୨୬ଟି ମାମଲା ବିଚାରାଧୀନ ରହିଛି । ସେଥିରେ ୧୫ବର୍ଷରୁ ଅଧିକ ୧ଲକ୍ଷ ୨୮ହଜାର ୧୯ଟି ମାମଲା ଥିବା ରାଜ୍ୟ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି । ଆଜି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି ଯେ, ହାଇକୋର୍ଟଙ୍କ ଅନୁମୋଦନ ପାଇବା ପରେ ଜନସାଧାରଣଙ୍କୁ ମାମଲାଗୁଡ଼ିକର ତୁରନ୍ତ ଫଇସଲା କରିବା ନିମନ୍ତେ ରାଜ୍ୟର […]

Court

Court

Ordigital Desk
  • Published: Saturday, 30 July 2022
  • Updated: 30 July 2022, 10:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ତଳ କୋର୍ଟଠୁ ଆରମ୍ଭ କରି ହାଇକୋର୍ଟ ପର୍ଯ୍ୟନ୍ତ ମୋଟ ୧୮ଲକ୍ଷ ୭୯ହଜାର ୨୨୬ଟି ମାମଲା ବିଚାରାଧୀନ ରହିଛି । ସେଥିରେ ୧୫ବର୍ଷରୁ ଅଧିକ ୧ଲକ୍ଷ ୨୮ହଜାର ୧୯ଟି ମାମଲା ଥିବା ରାଜ୍ୟ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ।

ଆଜି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି ଯେ, ହାଇକୋର୍ଟଙ୍କ ଅନୁମୋଦନ ପାଇବା ପରେ ଜନସାଧାରଣଙ୍କୁ ମାମଲାଗୁଡ଼ିକର ତୁରନ୍ତ ଫଇସଲା କରିବା ନିମନ୍ତେ ରାଜ୍ୟର ସମସ୍ତ ବ୍ଲକସ୍ତରରେ ପର୍ଯ୍ୟାୟକ୍ରମେ ଗୋଟିଏ ଗୋଟିଏ ସିଭିଲ ଜଜ୍ (ଜୁନିୟର ଡିଭିଜନ) ତଥା ଜେଏମଏଫସି କୋର୍ଟ ଖୋଲିବା ପାଇଁ ରାଜ୍ୟ ସରକାର ବିହିତ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ହାଇକୋର୍ଟରେ ୨୦୨୨ ଜୁଲାଇ ୨୫ତାରିଖ ସୁଦ୍ଧା ମୋଟ ୫୮୩୬ଟି ସିଭିଲ୍ କେସ୍ ଓ ୪୪୯୩ଟି କ୍ରିମିନାଲ କେସ୍ ବିଚାରାଧୀନ ରହିଛି । ତଳ କୋର୍ଟରେ ୨୦୨୨ ଜୁନ୍ ୩୦ତାରିଖ ସୁଦ୍ଧା ମୋଟ ୧୫୫୧୮ଟି ସିଭିଲ କେସ୍ ଓ ୧ଲକ୍ଷ ୨ହଜାର ୧୭୨ଟି କ୍ରିମିନାଲ କେସ୍ ବିଚାରଧୀନ ରହିଛି । ବିଚାରଧୀନ ଥିବା ମାମଲାଗୁଡ଼ିକର ତ୍ୱରିତ୍ ବିଚାର କରିବା ପାଇଁ ହାଇକୋର୍ଟ ରାଜ୍ୟର ସମସ୍ତ ଜିଲ୍ଲା ଜଜମାନଙ୍କୁ ଚିଠି ମାଧ୍ୟମରେ ଆଦେଶ ଦେଇଛନ୍ତି ।

ସେହିପରି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି ଯେ, ୨୦୨୨ ଜୁନ୍ ୩୦ତାରିଖ ସୁଦ୍ଧା ରାଜ୍ୟରେ ମୋଟ ୧୮ଲକ୍ଷ ୬୮ହଜାର ୮୯୭ଟି ମାମଲା ବିଚାରାଧୀନ ରହିଛି । ଏହି ମାମଲାଗୁଡ଼ିକର ତ୍ୱରିତ୍ ସମାଧାନ ପାଇଁ ନିୟମିତ ଭାବେ ନୋଟିସ୍ ଓ ଅନୁସ୍ମାରକ ପଠାଇବା, ପୁରୁଣା ମାମଲାଗୁଡ଼ିକୁ ଚିହ୍ନଟ କରି ଶୁଣାଣି କରିବା, ଆବଶ୍ୟକତା ଅନୁସାରେ ବିଭିନ୍ନ ମାମଲାରେ ନିୟମିତ ସାକ୍ଷ୍ୟ ଗ୍ରହଣ କରିବା ଓ ମାମଲା ଗୁଡ଼ିକର ନିୟମିତ ଶୁଣାଣି କରିବା ସହ ଅନ୍ୟାନ୍ୟ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story