କାର୍‌ରେ ଥିଲେ ୪ ଯୁବକ, ହଠାତ ଫୁଟିଲା ଗୁଳି

କାମାକ୍ଷାନଗର(ବିଦ୍ୟାଧର ବରାଳ ): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଗତ ରାତିରେ ଏକ  କାର ଉପରକୁ ବୋମା ମାଡ ହେବା ସହ ଫୁଟିଛି ୬ ରାଉଣ୍ଡ ଗୁଳି। ଏହି ରକ୍ତାତ ସଂଘର୍ଷରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ କାମାକ୍ଷାନଗର ଅନନ୍ତପୁର କଲୋନୀ ସାହିର ତୋଫାନ ପାତ୍ର। ଗୁରୁତରମାନେ ହେଲେ ଆକାଶ ନାୟକ ଓ ରାଜକିଶୋର ନାୟକ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କାମାକ୍ଷାନଗର ସାରଙ୍ଗଧର […]

kamakhayanager

kamakhayanager

Niharika Rout
  • Published: Thursday, 17 June 2021
  • Updated: 17 June 2021, 02:48 PM IST

Sports

Latest News

କାମାକ୍ଷାନଗର(ବିଦ୍ୟାଧର ବରାଳ ): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଗତ ରାତିରେ ଏକ  କାର ଉପରକୁ ବୋମା ମାଡ ହେବା ସହ ଫୁଟିଛି ୬ ରାଉଣ୍ଡ ଗୁଳି। ଏହି ରକ୍ତାତ ସଂଘର୍ଷରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି।

ମୃତକ ହେଲେ କାମାକ୍ଷାନଗର ଅନନ୍ତପୁର କଲୋନୀ ସାହିର ତୋଫାନ ପାତ୍ର। ଗୁରୁତରମାନେ ହେଲେ ଆକାଶ ନାୟକ ଓ ରାଜକିଶୋର ନାୟକ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ନିକଟରେ ଗତକାଲି ଅନ୍ଧକାର ରାତିରେ ଘଟିଛି ଏଭଳି ରକ୍ତରଞ୍ଜିତ ଘଟଣା । କିଛି ଯୁବକ ବାଇକରେ ପହଞ୍ଚି ଏକ କାରରେ ଥିବା ୪ ଜଣଙ୍କ ଉପରକୁ ଅତର୍କିତ ଗୁଳିମାଡ଼ କରିଥିଲେ ଓ ବୋମା ପକାଇଥିଲେ l ଏଥିଯୋଗୁ କାରରେ ଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣ ଆହତ ହୋଇଥିଲେ l 

ସମସ୍ତଙ୍କୁ  ପ୍ରଥମେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ତୋଫାନ ଓ ଆକାଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ଗତରାତିରେ ସ୍ଥାନାନ୍ତରିତ କରାଯାଇଥିଲାl

ଆଜି ଭୋରରୁ ତୋଫାନଙ୍କ ମୃତ୍ୟୁ ହୋଇଥିବା ବେଳେ ଆକାଶଙ୍କ ଅବସ୍ଥା ସଂକଟାପନ୍ନ ରହିଛି l ଏ ନେଇ କାମାକ୍ଷାନଗର ପୋଲିସ ତଦନ୍ତ ଆରମ୍ଭ କରି ୨  ଜଣଙ୍କୁ ଅଟକ ରଖି  ପଚରାଉଚରା କରୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story