Advertisment

ବନ୍ଧୁକ ମୁନ୍‌ରେ ଲୁଟି ନେଲେ

ସୁନ୍ଦରଗଡ଼(ଭାଗିରଥୀ ସାହୁ): ସୁନ୍ଦରଗଡ଼ ଦରଲିପାଲିର ଏକ ପେଟ୍ରୋଲ ପମ୍ପରୁ ୧ ଲକ୍ଷ ୩୦ ହଜାର ଟଙ୍କା ଲୁଟ୍ ହୋଇଛି । ଦୁଇଟି ବାଇକ୍‌ରେ ପାଞ୍ଚ ଜଣ ଦୁବୃର୍ତ୍ତ ଆସି ବନ୍ଧୁକ ଦେଖାଇ ପେଟ୍ରୋଲ ପକାଇଥିଲେ । ଏହାପରେ କ୍ୟାସ୍ କାଉଣ୍ଟରରୁ ଏକ ଲକ୍ଷ ୩୦ ହଜାର ଟଙ୍କା ଲୁଟି ନେଇ ସେଠୁ ଫେରାର ହୋଇଯାଇଛନ୍ତି । ଖାଲି ଟଙ୍କା ଲୁଟିଲେ ତା ନୁହେଁ ପେଟ୍ରୋଲ ପମ୍ପରେ କାମ କରୁଥିବା ବ୍ୟକ୍ତିଙ୍କ ୭ଟି ମୋବାଇଲ୍ ମଧ୍ୟ ଦୁର୍ବୃତ୍ତମାନେ ଲୁଟି […]

ଅଦ୍ୟତନ ହୋଇଛି
ବନ୍ଧୁକ ମୁନ୍‌ରେ ଲୁଟି ନେଲେ

loot-1

Advertisment

ସୁନ୍ଦରଗଡ଼(ଭାଗିରଥୀ ସାହୁ): ସୁନ୍ଦରଗଡ଼ ଦରଲିପାଲିର ଏକ ପେଟ୍ରୋଲ ପମ୍ପରୁ ୧ ଲକ୍ଷ ୩୦ ହଜାର ଟଙ୍କା ଲୁଟ୍ ହୋଇଛି । ଦୁଇଟି ବାଇକ୍‌ରେ ପାଞ୍ଚ ଜଣ ଦୁବୃର୍ତ୍ତ ଆସି ବନ୍ଧୁକ ଦେଖାଇ ପେଟ୍ରୋଲ ପକାଇଥିଲେ । ଏହାପରେ କ୍ୟାସ୍ କାଉଣ୍ଟରରୁ ଏକ ଲକ୍ଷ ୩୦ ହଜାର ଟଙ୍କା ଲୁଟି ନେଇ ସେଠୁ ଫେରାର ହୋଇଯାଇଛନ୍ତି ।

Advertisment

ଖାଲି ଟଙ୍କା ଲୁଟିଲେ ତା ନୁହେଁ ପେଟ୍ରୋଲ ପମ୍ପରେ କାମ କରୁଥିବା ବ୍ୟକ୍ତିଙ୍କ ୭ଟି ମୋବାଇଲ୍ ମଧ୍ୟ ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି । ଧରାପଡ଼ିଯିବା ଭୟରେ ପମ୍ପର ସିସିଟିଭି କ୍ୟାମେରାର ହାର୍ଡ ଡିସ୍କକୁ ବି ନେଇ ଚାଲି ଯାଇଛନ୍ତି । ଘଟଣା ପରେ ପୋଲିସ୍ ପହଞ୍ଚି ମାମଲାର ତଦନ୍ତ କରୁଛି ।

Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe