୧୦ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ କରୋନା

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ୧୦ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଓ ୨ ଶିକ୍ଷକ/ଶିକ୍ଷୟିତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଏକାନ୍ତବାସରେ ରହିବାକୁ କୁଯାଇଥିବା ବେଳେ ପିଲାମାନଙ୍କୁ ସ୍କୁଲର ସ୍ୱତନ୍ତ୍ର କୋଠରୀରେ ରଖାଯାଇ ଚିକିତ୍ସା କରାଯାଉଛି। ଏପରି ଚିତ୍ର ଆସିଛି ବଲାଙ୍ଗିର ଜିଲ୍ଲା ସଇଁତଳାରୁ। ସଇଁନ୍ତଳାରେ ଥିବା ରେଡ୍‌କ୍ରସ୍‌ ଭିନ୍ନକ୍ଷମ ସ୍କୁଲରେ ପାଠ ପଢ଼ୁଛନ୍ତି ୯୦ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ। ସମସ୍ତେ ହଷ୍ଟେଲ୍‌ରେ ରୁହନ୍ତି। ସେମାନଙ୍କ ଭିତରୁ ଜଣେ ଛାତ୍ରଙ୍କୁ ଶୁକ୍ରବାର ଜ୍ୱର ହୋଇଥିଲା। ଚିକିତ୍ସା ପାଇଁ ତାଙ୍କୁ […]

corona

corona

Manoranjan Sial
  • Published: Saturday, 06 August 2022
  • Updated: 06 August 2022, 07:10 PM IST

Sports

Latest News

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ୧୦ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଓ ୨ ଶିକ୍ଷକ/ଶିକ୍ଷୟିତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଏକାନ୍ତବାସରେ ରହିବାକୁ କୁଯାଇଥିବା ବେଳେ ପିଲାମାନଙ୍କୁ ସ୍କୁଲର ସ୍ୱତନ୍ତ୍ର କୋଠରୀରେ ରଖାଯାଇ ଚିକିତ୍ସା କରାଯାଉଛି। ଏପରି ଚିତ୍ର ଆସିଛି ବଲାଙ୍ଗିର ଜିଲ୍ଲା ସଇଁତଳାରୁ।

ସଇଁନ୍ତଳାରେ ଥିବା ରେଡ୍‌କ୍ରସ୍‌ ଭିନ୍ନକ୍ଷମ ସ୍କୁଲରେ ପାଠ ପଢ଼ୁଛନ୍ତି ୯୦ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ। ସମସ୍ତେ ହଷ୍ଟେଲ୍‌ରେ ରୁହନ୍ତି। ସେମାନଙ୍କ ଭିତରୁ ଜଣେ ଛାତ୍ରଙ୍କୁ ଶୁକ୍ରବାର ଜ୍ୱର ହୋଇଥିଲା। ଚିକିତ୍ସା ପାଇଁ ତାଙ୍କୁ ବଲାଙ୍ଗିର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ନିୟମ ଅନୁସାରେ ଚିକିତ୍ସା ପୂର୍ବରୁ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହା ପରେ ତାଙ୍କୁ ମେଡିକାଲ୍‌ର କରୋନା ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଛି।

ସେପଟେ ଆଜି ସଇଁତଳା ବିଡିଓଙ୍କ ହସ୍ତକ୍ଷେପ ପରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ କରୋନା ଟେଷ୍ଟ କରାଯାଇଥିଲା। ରିପୋର୍ଟରେ ୯ ଜଣ ଛାତ୍ରଛାତ୍ରୀ ଓ ଦୁଇ ଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ କରୋନା ହୋଇଥିବା ଜଣାପଡ଼ିଥିଲା। କରୋନାରେ ଆକ୍ରାନ୍ତ ୯ ଛାତ୍ରଛାତ୍ରୀଙ୍କୁ ଏକ ସ୍ୱତନ୍ତ୍ର ରୁମ୍‌ ରଖାଯାଇ ଚିକିତ୍ସା କରାଯାଉଛି। ଅନ୍ୟପକ୍ଷରେ କରୋନାରେ ଆକ୍ରାନ୍ତ ହୋଇଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଘରେ ଏକାନ୍ତବାସରେ ରହିବାକୁ ପରାମର୍ଶ ଦିଆଯାଇଛି।

ସେପଟେ ସ୍କୁଲ ପରିସରକୁ ସାନେଟାଇଜ କରାଯାଇଛି। ସ୍କୁଲ ଓ ଆଖପାଖ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଅନ୍ୟ ପିଲାମାନଙ୍କୁ ହଷ୍ଟେଲ୍‌ରେ ରଖାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ତୀକ୍ଷିଣ ନଜର ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story