ଖାଇବାକୁ ନାହିଁ, ଫେରାଇ ନେବାକୁ ନିବେଦନ

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ସୋରଡ଼ାର ୧୦ ଜଣ ଶ୍ରମିକ ଲକ୍‌ଡାଉନ୍‌ ଯୋଗୁ ଚେନ୍ନାଇ ତ୍ରିବୁଲର ଜିଲ୍ଲାର ମନୁରପାପରବକମ୍‌ରେ ଫସି ରହିଛନ୍ତି।  ସେଠାକାର ରାଜ୍ୟ ସରକାର ସେମାନଙ୍କୁ ସହଯୋଗ କରୁ ନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଏଥିସହ ସେମାନେ ଭୋକ ଉପବାସରେ ଥିବା କହିଛନ୍ତି। ଏମିତିକି ସେମାନେ ରହୁଥିବା କୁଡ଼ିଆରେ ବିଦ୍ୟୁତ୍‌ ସଂଯୋଗ ନଥିବାରୁ ଅନ୍ଧାରରେ ରହୁଛନ୍ତି। ତେଣୁ ସେମାନେ ନିଜ ଭିଟାମାଟିକୁ ଆସିବା ପାଇଁ ଏକ ଭିଡିଓ ଜରିଆରେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। […]

berhmpur

berhmpur

Jyoshna Pradhan
  • Published: Friday, 08 May 2020
  • Updated: 08 May 2020, 02:18 PM IST

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ସୋରଡ଼ାର ୧୦ ଜଣ ଶ୍ରମିକ ଲକ୍‌ଡାଉନ୍‌ ଯୋଗୁ ଚେନ୍ନାଇ ତ୍ରିବୁଲର ଜିଲ୍ଲାର ମନୁରପାପରବକମ୍‌ରେ ଫସି ରହିଛନ୍ତି।  ସେଠାକାର ରାଜ୍ୟ ସରକାର ସେମାନଙ୍କୁ ସହଯୋଗ କରୁ ନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଏଥିସହ ସେମାନେ ଭୋକ ଉପବାସରେ ଥିବା କହିଛନ୍ତି। ଏମିତିକି ସେମାନେ ରହୁଥିବା କୁଡ଼ିଆରେ ବିଦ୍ୟୁତ୍‌ ସଂଯୋଗ ନଥିବାରୁ ଅନ୍ଧାରରେ ରହୁଛନ୍ତି। ତେଣୁ ସେମାନେ ନିଜ ଭିଟାମାଟିକୁ ଆସିବା ପାଇଁ ଏକ ଭିଡିଓ ଜରିଆରେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ଗତ ୨ ବର୍ଷ ହେବ ଶ୍ରମିକମାନେ ସେଠାରେ କାମ କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story