Advertisment

ଖାଇବାକୁ ନାହିଁ, ଫେରାଇ ନେବାକୁ ନିବେଦନ

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ସୋରଡ଼ାର ୧୦ ଜଣ ଶ୍ରମିକ ଲକ୍‌ଡାଉନ୍‌ ଯୋଗୁ ଚେନ୍ନାଇ ତ୍ରିବୁଲର ଜିଲ୍ଲାର ମନୁରପାପରବକମ୍‌ରେ ଫସି ରହିଛନ୍ତି।  ସେଠାକାର ରାଜ୍ୟ ସରକାର ସେମାନଙ୍କୁ ସହଯୋଗ କରୁ ନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଏଥିସହ ସେମାନେ ଭୋକ ଉପବାସରେ ଥିବା କହିଛନ୍ତି। ଏମିତିକି ସେମାନେ ରହୁଥିବା କୁଡ଼ିଆରେ ବିଦ୍ୟୁତ୍‌ ସଂଯୋଗ ନଥିବାରୁ ଅନ୍ଧାରରେ ରହୁଛନ୍ତି। ତେଣୁ ସେମାନେ ନିଜ ଭିଟାମାଟିକୁ ଆସିବା ପାଇଁ ଏକ ଭିଡିଓ ଜରିଆରେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। […]

ଖାଇବାକୁ ନାହିଁ, ଫେରାଇ ନେବାକୁ ନିବେଦନ

berhmpur

Advertisment

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ସୋରଡ଼ାର ୧୦ ଜଣ ଶ୍ରମିକ ଲକ୍‌ଡାଉନ୍‌ ଯୋଗୁ ଚେନ୍ନାଇ ତ୍ରିବୁଲର ଜିଲ୍ଲାର ମନୁରପାପରବକମ୍‌ରେ ଫସି ରହିଛନ୍ତି।  ସେଠାକାର ରାଜ୍ୟ ସରକାର ସେମାନଙ୍କୁ ସହଯୋଗ କରୁ ନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଏଥିସହ ସେମାନେ ଭୋକ ଉପବାସରେ ଥିବା କହିଛନ୍ତି। ଏମିତିକି ସେମାନେ ରହୁଥିବା କୁଡ଼ିଆରେ ବିଦ୍ୟୁତ୍‌ ସଂଯୋଗ ନଥିବାରୁ ଅନ୍ଧାରରେ ରହୁଛନ୍ତି। ତେଣୁ ସେମାନେ ନିଜ ଭିଟାମାଟିକୁ ଆସିବା ପାଇଁ ଏକ ଭିଡିଓ ଜରିଆରେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ଗତ ୨ ବର୍ଷ ହେବ ଶ୍ରମିକମାନେ ସେଠାରେ କାମ କରୁଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe