Advertisment

ବିଜେଡିରେ ୧୦୦ ବିଭୀଷଣ!

ଆରମ୍ଭ ହେଲା ରାଜନୈତିକ ରାମାୟଣ। ବିଜେପି କହିଲା ବିଜେଡିରେ ବାହାରିବେ ୧୦୦ ବିଭୀଷଣ। ଧର୍ମର ସାଥ ଦେବେ ଏହି ବିଭୀଷଣ, ଆଗାମୀ ଦିନରେ ଦେଖିବ ଓଡ଼ିଶା। ମନ୍ତ୍ରୀ ପ୍ରତାପ ଦେବ କହିଲେ ତାଙ୍କ ବିଧାୟକ ଆମ ଲିଙ୍କରେ ଅଛନ୍ତି। ମାନିଲେ ଆମ ବିଧାୟକ ବି ତାଙ୍କ ଲିଙ୍କରେ ଅଛନ୍ତି।

author-image
Debendra Prusty

ଆରମ୍ଭ ହେଲା ରାଜନୈତିକ ରାମାୟଣ। ବିଜେପି କହିଲା ବିଜେଡିରେ ବାହାରିବେ ୧୦୦ ବିଭୀଷଣ। ଧର୍ମର ସାଥ ଦେବେ ଏହି ବିଭୀଷଣ, ଆଗାମୀ ଦିନରେ ଦେଖିବ ଓଡ଼ିଶା। ମନ୍ତ୍ରୀ ପ୍ରତାପ ଦେବ କହିଲେ ତାଙ୍କ ବିଧାୟକ ଆମ ଲିଙ୍କରେ ଅଛନ୍ତି। ମାନିଲେ ଆମ ବିଧାୟକ ବି ତାଙ୍କ ଲିଙ୍କରେ ଅଛନ୍ତି।

Advertisment
Bjd Bibhisan Bjp BjD Odisha Odisha Politics